ଲୀଳାବତୀ ପରିଡ଼ା
ଲେଖକଙ୍କୁ ଜାଣନ୍ତୁ
ଲୀଳାବତୀ ପରିଡ଼ାଙ୍କ ‘ଶୀତ ସକାଳ’ କବିତାରେ ଘରର ସକାଳ, ପାଠପଢ଼ା ଓ ପିଲାଙ୍କ ଖେଳର ଛବି ମିଳେ । କଅଁଳ ଖରାରେ ପାରାଙ୍କୁ ଚାଉଳ ଖୁଆଇବା ଓ ସେମାନଙ୍କ ଉଡ଼ିଯିବା ଦୃଶ୍ୟ କବିତାଟିକୁ ମଜାଳିଆ କରିଛି ।