Skip to content
ଶିଶୁ କିଶୋର
ଦାଶ ବେନହୁର

ଦାଶ ବେନହୁର

ଫଟୋର ଉତ୍ସ ↗

ଲେଖକଙ୍କୁ ଜାଣନ୍ତୁ

ଦାଶ ବେନହୁର ହେଉଛି ଜିତେନ୍ଦ୍ର ନାରାୟଣ ଦାଶଙ୍କ ସାହିତ୍ୟିକ ନାମ । ଶିଶୁ ସାହିତ୍ୟକୁ ତାଙ୍କର ସାମଗ୍ରିକ ଅବଦାନ ପାଇଁ ସେ ୨୦୧୪ ମସିହାରେ ସାହିତ୍ୟ ଅକାଦେମିର ବାଳ ସାହିତ୍ୟ ପୁରସ୍କାର ପାଇଥିଲେ । ସେ ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜର ଅଧ୍ୟକ୍ଷ ଭାବେ କାମ କରିଛନ୍ତି । ପିଲାଙ୍କ ପାଇଁ ଗପ, କବିତା ଓ ଛନ୍ଦମୟ ଗୀତ ଲେଖନ୍ତି ।

ପରିଚୟର ଉତ୍ସ

ପ୍ରକାଶିତ ଲେଖା

୧୦ ଲେଖା