ନିରାକାର ଚଇନି
ଲେଖକଙ୍କୁ ଜାଣନ୍ତୁ
ନିରାକାର ଚଇନି କେନ୍ଦୁଝରରେ ଶିକ୍ଷକ ଭାବେ କାମ କରନ୍ତି ଓ ପିଲାଙ୍କ ପାଇଁ କବିତା ଲେଖନ୍ତି । ତାଙ୍କ ‘ଟିକି ବନ ଝରଣା’ କବିତାରେ ପାହାଡ଼ରୁ ବହିଆସୁଥିବା ଝରଣାଟି ପଶୁ, ପକ୍ଷୀ ଓ ଗଛଲତାଙ୍କ ସାଥୀ ହୋଇଛି ।