ସଂଗ୍ରାମ କେଶରୀ ପୃଷ୍ଟି
ଲେଖକଙ୍କୁ ଜାଣନ୍ତୁ
ସଂଗ୍ରାମ କେଶରୀ ପୃଷ୍ଟି ଅନୁଗୋଳ ଜିଲ୍ଲାର କିଶୋରନଗର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ । ତାଙ୍କ ‘ଗୁଣୁଗୁଣୁ - ଝୁଣୁଝୁଣୁ’ ଓ ‘ଟିନ୍ ଟିନ୍ ଟିନ୍’ କବିତାରେ ମଜାଦାର ଶବ୍ଦ ଓ ଛନ୍ଦର ଖେଳ ରହିଛି । ‘ହେଇ ପରା ପୁଷି ଆସୁଛି’ କବିତାରେ ବିଲେଇଟି ମୂଷାଙ୍କୁ ସାହାଯ୍ୟ କରେ । ସେ ଶିକ୍ଷା ବିଷୟରେ ପ୍ରବନ୍ଧ ମଧ୍ୟ ଲେଖନ୍ତି ।
