ଶୁଭନାରାୟଣ ଶତପଥୀ
ଲେଖକଙ୍କୁ ଜାଣନ୍ତୁ
ଶୁଭନାରାୟଣ ଶତପଥୀ ପିଲାଙ୍କ ପାଇଁ ଗପ ଲେଖନ୍ତି । ତାଙ୍କ ‘ସତ୍ୟର ଶକ୍ତି’ ଗପରେ ସତିଆର ସତ କହିବା ଅଭ୍ୟାସ ତା’ର ସାଙ୍ଗକୁ ନିଜ ଭୁଲ ମାନିବାକୁ ପ୍ରେରଣା ଦିଏ । ‘ଧରିତ୍ରୀ’ରେ ତାଙ୍କ ‘ସନ୍ତାନ ମନସ୍ତତ୍ତ୍ୱରେ ମାଆ’ ପ୍ରବନ୍ଧ ପ୍ରକାଶିତ ହୋଇଛି ।