ରତ୍ନାକର ନାୟକ
ଲେଖକଙ୍କୁ ଜାଣନ୍ତୁ
ରତ୍ନାକର ନାୟକଙ୍କ କବିତାରେ ଗଛ, ଫୁଲ ଓ ପରିବେଶ ପ୍ରତି ଭଲପାଇବାର କଥା ମିଳେ । ‘ଟିକି ବଗିଚାର ଫୁଲ କଢ଼ି’ କବିତାରେ ପିଲାମାନେ ଗଛର ଯତ୍ନ ନେବାକୁ ଆଗେଇ ଆସନ୍ତି । ‘ଗଛ ପଚାରୁଛି କୁହ’ କବିତା ଗଛର ଉପକାର ମନେ ପକାଇ ଦିଏ ।