Skip to content
ଶିଶୁ କିଶୋର

ଶ୍ରୀମତୀ ଜିବେ ଶ୍ୱରୀ ପଟେଲ

ଲେଖକଙ୍କୁ ଜାଣନ୍ତୁ

ଶ୍ରୀମତୀ ଜିବେ ଶ୍ୱରୀ ପଟେଲ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ । ତାଙ୍କ ‘ଶିଶୁର ହସ’ କବିତାରେ ପିଲାଙ୍କ ହସ, ସ୍ୱପ୍ନ ଓ ସମ୍ଭାବନାର କଥା ରହିଛି । ପିଲାଙ୍କୁ ଆଦର ଓ ଉପଯୁକ୍ତ ଯତ୍ନ ଦେବାକୁ କବିତାଟି ମନେ ପକାଇଦିଏ ।

ପରିଚୟର ଉତ୍ସ

ପ୍ରକାଶିତ ଲେଖା

୧ ଲେଖା