ଅଧ୍ୟାପକ ଶ୍ରୀ ଶରତ କୁମାର ଦାସ
ଲେଖକଙ୍କୁ ଜାଣନ୍ତୁ
ଶରତ କୁମାର ଦାସ ଓଡ଼ିଆରେ କବିତା ଲେଖନ୍ତି ଏବଂ ବଡ଼ବିଲ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପନା କରିଛନ୍ତି । ତାଙ୍କର ଶିଶୁ କବିତା ‘ସରଗେ ଉଇଁଛି ଜହ୍ନ’ରେ ଜହ୍ନକୁ ନେଇ କୁନି ପିଲାର କୌତୂହଳ ଓ ମାଆ ସହ ତାହାର କଥାବାର୍ତ୍ତା ରହିଛି । ‘ଅତି ଆପଣାର କପିଳା ଅଜା’ କବିତାରେ ଗାଁର ଜଣେ ପ୍ରିୟ ଅଜା ପିଲାଙ୍କୁ ମିଳିମିଶି ରହିବାକୁ ବୁଝାନ୍ତି ।
