ଡକ୍ଟର ସୁନାମଣି ରାଉତ
ଲେଖକଙ୍କୁ ଜାଣନ୍ତୁ
ଡକ୍ଟର ସୁନାମଣି ରାଉତ ପିଲାମାନଙ୍କ ପାଇଁ ଓଡ଼ିଆରେ ଲେଖନ୍ତି । ତାଙ୍କର ‘କିଚିରି ମିଚିରି ଚିଁ’ ପୁସ୍ତକ ୨୦୦୫ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ଶିଶୁ ସାହିତ୍ୟ ପୁରସ୍କାର ପାଇଥିଲା । ତାଙ୍କ ‘ଵାପା’ କବିତାରେ ପରିବାର ପାଇଁ ବାପାଙ୍କ ଯତ୍ନ ଓ ଭଲପାଇବାର କଥା ରହିଛି ।
