
ଜୟକୃଷ୍ଣ ସାହୁ
ଜନ୍ମଦିନ ·
ଲେଖକଙ୍କୁ ଜାଣନ୍ତୁ
ଜୟକୃଷ୍ଣ ସାହୁ ପିଲାମାନଙ୍କ ପାଇଁ କବିତା ଓ ଗପ ଲେଖନ୍ତି । ତାଙ୍କର ଜନ୍ମ ପୁରୀ ଜିଲ୍ଲାର ସତ୍ୟବାଦୀ ଅଞ୍ଚଳର ଅଳଗୁମ୍ ଗାଁରେ । ଶିଶୁ କିଶୋରରେ ପ୍ରକାଶିତ ପରିଚୟ ଅନୁସାରେ, ତାଙ୍କର ନଅଟି କବିତା ବହି ଓ ଗୋଟିଏ ଗପ ବହି ପ୍ରକାଶ ପାଇଛି ।
ପରିଚୟର ଉତ୍ସ
ପ୍ରକାଶିତ ଲେଖା
୨୦ ଲେଖା- ନାଲିଟୁକୁଟୁକୁ ସାଧବ ବୋହୂସେପ୍ଟେମ୍ବର: ୨୦୨୬
- ମୋ ଗାଆଁର ଅଭୁଲା ସ୍ମୃତିଜୁଲାଇ: ୨୦୨୬
- ମାମୁଘର ଲାଗେ ସରଗପୁରମଇ: ୨୦୨୬
- ଜୀବନରେ ହୁଅ ସୁଖୀମାର୍ଚ୍ଚ: ୨୦୨୬
- ସ୍ବାଗତଂ ନୂଆ ବର୍ଷଜାନୁଆରୀ: 2026
- ପୋଢ଼ୁଆଁ ଅଷ୍ଟମୀ ମୋରନଭେମ୍ବର: ୨୦୨୫
- ଜୀବନ୍ତ ଦେବତା ମୋରସେପ୍ଟେମ୍ବର: ୨୦୨୫
- ଆମ ରାଇଜର ଦୁଇଟି ନେତଅଗଷ୍ଟ: ୨୦୨୫
- କାଳିଆର ରଥଯାତଜୁଲାଇ: ୨୦୨୫
- ରଜ ପରବଜୁନ: ୨୦୨୫
- ଆମ ଗାଡ଼ିଆଟି ଭାରି ଵଢି଼ଆମଇ: ୨୦୨୫
- ଆମ ଘରେ କ୍ୟାଲେଣ୍ଡରମାର୍ଚ୍ଚ: ୨୦୨୫
- ନୂଆ ବର୍ଷ ତୁମେ ନିଶ୍ଚୟ ଆସିଵଜାନୁୟାରୀ: ୨୦୨୫
- ଆମରି ଅଜାଡିସେମ୍ବର: ୨୦୨୪
- ମାଆ ପାଇଁ ଗଛଟିଏନଭେମ୍ବର : ୨୦୨୪
- ଜେଜେଙ୍କର ପିଲାଦିନ କଥାଅକ୍ଟୋବର: ୨୦୨୪
- ସେଇ ମୋ ପ୍ରିୟ ଗାଆଁଟିଅଗଷ୍ଟ: ୨୦୨୪
- ଆସେ ରଜ ପରବଜୁନ: ୨୦୨୪
- କହିଦେ ମୋତେ ମା` ବୁଝାଇଏପ୍ରିଲ: ୨୦୨୪
- ଆମରି ଘର ଭାରି ସୁନ୍ଦରଜାନୁୟାରୀ: ୨୦୨୪
