Skip to content
ଶିଶୁ କିଶୋର

ପ୍ରଭାତ ଚନ୍ଦ୍ର ରଥ

ଲେଖକଙ୍କୁ ଜାଣନ୍ତୁ

ପ୍ରଭାତ ଚନ୍ଦ୍ର ରଥ ଜଣେ ଅବସରପ୍ରାପ୍ତ ଶିକ୍ଷକ । ତାଙ୍କ ‘ଅଗଷ୍ଟ ପନ୍ଦର’ କବିତାରେ ଜାତୀୟ ପତାକା ଓ ସ୍ୱାଧୀନତା ଦିବସର ଆନନ୍ଦ ରହିଛି । ‘ବରଷା ତୁମେ ଆସୁନ କିଆଁ’ କବିତାରେ ଖରାରେ ଶୁଖିଯାଇଥିବା ମାଟି ଓ ଜୀବଜନ୍ତୁଙ୍କ ପାଇଁ ବରଷାକୁ ଡାକିଛନ୍ତି ।

ପରିଚୟର ଉତ୍ସ

ପ୍ରକାଶିତ ଲେଖା

୧୦ ଲେଖା