Skip to content
ଶିଶୁ କିଶୋର

ଶରତ କୁମାରୀ ସ୍ଵାଇଁ

ଲେଖକଙ୍କୁ ଜାଣନ୍ତୁ

ଶରତ କୁମାରୀ ସ୍ଵାଇଁ ପିଲାଙ୍କ ପାଇଁ କବିତା ଲେଖନ୍ତି । ‘ଵଳୁଆ ଯେ ଦୟାଳୁ ସେ’ କବିତାରେ ଚଢ଼େଇ, ପବନ ଓ ପାହାଡ଼ର କଥା ମାଧ୍ୟମରେ ଦୟାର ମହତ୍ତ୍ୱ ବୁଝାଇଛନ୍ତି । ‘ଓଲୁଅ କରିଲା ଓଲା’ କବିତାରେ ଜଣେ ପିଲାର ମଜାଳିଆ ଅନୁଭୂତି ଭଲଭାବେ ବୁଝି କାମ କରିବାକୁ ଶିଖାଏ ।

ପରିଚୟର ଉତ୍ସ

ପ୍ରକାଶିତ ଲେଖା

୭ ଲେଖା