ଦେବେନ୍ଦ୍ର ଚୌଧୁରୀ
ଲେଖକଙ୍କୁ ଜାଣନ୍ତୁ
ଦେବେନ୍ଦ୍ର ଚୌଧୁରୀଙ୍କ ‘ଗୁଡ଼ିରେ ଗୁଡ଼ି ଯା` ତୁ ଉଡ଼ି’ କବିତାରେ ଗୁଡ଼ି ଉଡ଼ାଇବାର ଖୁସି ରହିଛି । ଶୀତ ସକାଳର ଆକାଶରେ ଗୁଡ଼ିକୁ ଉଡ଼ାଇ ପିଲାଟି ତାହାକୁ ନିଜର ବନ୍ଧୁ ଭାବେ କଳ୍ପନା କରେ ।