ପିଲାଙ୍କ କଲମରୁ

( ଜୁନ:୨୦୨୪ , ପ୍ରଥମ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଗଧ ଗାଉଥିଲା ଗୀତ

ଲେଖା : ରାନୀ ଦାସ

ଗଧ ଗାଉଥିଲା ଗୀତ ।
ବିଲୁଆ କହିଲା, ଶୁଣ ସଙ୍ଗାତ
ତମ ଗୀତକୁ ମୋ ଦଣ୍ଡବତ ॥
ଟିକେ ହେଲେ ଦୟା କର
ଗୀତ ଟିକେ ବନ୍ଦ କର ।
ତମ ଗୀତ ଶୁଣି
ଛାତି ଦୁଲୁକୁଛି
ଆସୁଅଛି କମ୍ପ ଜର ॥
ଗଧ ମୁହଁ ଭାରି ତୋଡ
ରାଗି ହେଲା ନିଆଁ ରଡ ।
ମାରିଲା ଏମିତି ପଛୁଆ ନାତ ଯେ
ଭାଙ୍ଗିଲା ବିଲୁଆ ଗୋଡ ॥


ଏହି ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion