ପିଲାଙ୍କ କଲମରୁ

( ଅଗଷ୍ଟ:୨୦୨୪ , ପ୍ରଥମ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବଡବଡ ଗଲେ

ଲେଖା : ରାନୀ ଦାସ

ବଡବଡ ଗଲେ ଫସର ଫାଟି ।
ସାନ ଆସିଛନ୍ତି ବେସର ବାଟି ॥
ମାଛ ବେସର କି ଛତୁ ବେସର ।
ଯାହା କରିବାର ଜଲଦି କର॥
ଆମ୍ବୁଲରୁ ଫାଳେ ପକେଇ ଦିଅ ।
ହାପୁଡିହାପୁଡି ଖୁସିରେ ଖାଅ ॥
ବଡ କରୁଛନ୍ତି ବହୁତ ପାଟି ।
ପାଟି କରିକରି ଶୁଖିଲା ତୋଟି ॥
ପାଟି କଲେ କଣ କାମ ହୋଇବ?
ବଡଙ୍କୁ ସେକଥା ବୁଝାଇଦେବ ॥



ଏହି ଲେଖା ସମ୍ପର୍କୀୟ ମତାମତ

ଅନନ୍ତ କୁମାର ସେନାପତି

08-08-2024 / 11:36:50

ଛୋଟ ହେଲେ ବି ସୁନ୍ଦର କବିତା ।

ଚିନ୍ମୟୀ ମହାନ୍ତି

02-08-2024 / 16:17:03

କବିତାଟି ଭଲ ଲାଗିଲା ।ଶେଷ ଦୁଇ ଧାଡ଼ି ମନଛୁଆଁ ହୋଇଛି ।

ଡ. ବିଜୟା ପାତ୍ର

01-08-2024 / 10:40:14

ବହୁତ ବଢିଆ ଲେଖିଛ। ଆହୁରି ଲେଖ।

Sanjukta parichha

01-08-2024 / 10:11:45

କବିତା ଟି ବଢ଼ିଆ ହୋଇଛି । ଲେଖାଲେଖି କରୁଥାଅ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion