ପିଲାଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ନିତେଇ ଅଜା

ଲେଖା : ରାଧାରାଣୀ ଦାସ

ଆମ ଗାଁର ନିତେଇ ଅଜା
ସିନେମା ଗୀତ ଶୁଣି ।
ପଦାକୁ ଟେକି ଅଣ୍ଟା ବଙ୍କେଇ
ନାଚଇ ତାକ ଧିନି ॥
ଲୋକେ ହସନ୍ତି ଖୁସି ହୁଅନ୍ତି
କରନ୍ତି ତାଳି ମାଡ଼ ।
ତାଳି ବାଜିଲେ ବୁଢାର ବେଶି
ବାହାରି ପଡେ ତୋଡ ॥
କହଇ ଡାକି ଆମେ ଯେ ଶିଳ୍ପୀ
ଆମେ ଯେ କଳାକାର ।
ଦେଖିବ ଦିନେ ମିଳିବ ମୋତେ
ନୋବେଲ ପୁରସ୍କାର ॥

ଏହି ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion