ପିଲାଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଖୋଜୁଥାଏ

ଲେଖା : ତନୁଶ୍ରୀ ମହାନ୍ତି

ପାଦ ଖୋଜୁଥିଲା ଜୋତା ଦୁଇ ପଟ
ଜୋତା ଖୋଜୁଥିଲା ବାଟ ।
ବାଟ ଖୋଜୁଥିଲା ବରଗଛ ଛାଇ
ଗଛ ଖୋଜେ ନଦୀ ତଟ ॥
ନଦୀ ଖୋଜୁଥିଲା ସମୁଦ୍ରକୁ ରାସ୍ତା
ସମୁଦ୍ର ଖୋଜେ ଜୁଆର ।
ଜୁଆର ଖୋଜୁଛି ବଡ ଗୋଟେ ଢେଉ
ଲଙ୍ଘିଯିବ ଉପକୂଳ ॥

ଏହି ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion