ପିଲାଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ନିଦ ମାଉସୀ

ଲେଖା : ରାନୀ ଦାସ

ନିଦ ମାଉସୀ
ନିଦ ମାଉସୀ ନିଦ ମାଉସୀ
ରାତି ବଢିଲେ ଆସେ ।
ଆଖିରେ ଆମ ନିଦ ଲଦେଇ
ଚୁପ୍ ଚାପ ଖସେ ॥

ଏହି ଲେଖା ସମ୍ପର୍କୀୟ ମତାମତ

ଶିବ ପ୍ରସାଦ ସାହୁ

29-01-2024 / 12:57:02

ସୁନ୍ଦର ଶିଶୁ ମନଛୁଆଁ କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion