ପିଲାଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଶୀତନାନୀ ଯିବ ଖସି

ଲେଖା : ମନୀଷା ରଥ

ଶୀତ ହେଲା ଭାରି ଟାଣ,
ଉଷୁମ ଉଷୁମ,
ନଗଦ ମୁଢି,
ଆଣ ଲୋ ଦି, ମାଣ ଆଣ ।
ଖାଇବା ଖରାରେ ବସି,
ଲାଜେଇ ଲାଜେଇ ,
ଆମ ରାଇଜରୁ ,
ଶୀତନାନୀ ଯିବ ଖସି !
କଲବଲ କଲା ଶୀତ,
ଗାଆ ଲୋ ସଙ୍ଗାତ ଗୀତ,
ସକାଳେ ଧାଇଁଲେ ,
ଶୀତ ଛାଡ଼ିଯାଏ ,
ଦେହପାଇଁ ଭାରି ହିତ ॥

7 ମ. ଶ୍ରେଣୀ.
ଓଡିଶା ଆଦର୍ଶ ବିଦ୍ୟାଳୟ, ପୁରୀ.

ଏହି ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

29-01-2024 / 18:19:38

ବହୁତ ସୁନ୍ଦର କବିତା। ଆହୁରି ଭଲ ଲେଖିବାକୁ ଚେଷ୍ଟା କରିବ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion