ପିଲାଙ୍କ କଲମରୁ

( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ମିଛ ସତ

ଲେଖା : ତନୁଶ୍ରୀ ମହାନ୍ତି

ତୁମକୁ ମିଛ ମତେ ସତ
ତୁମେ ମୋର ସତ ମିତ ।
ତୁମକୁ କିଆଁ କହିବି ମିଛ
ମିଛ କହିଲେ ମହା ପାପ ।
ଯଦି କହିଛ ଗୋଟିଏ ମିଛ
ଆହୁରି ମିଛ ପଛକୁ ପଛ ।
ମିଛ କଥାର ନାହିଁ ଶେଷ
ମିଛ କଥା ମନର ବିଷ ।
ମିଛ ସିନା ଦିଶେ ସୁନ୍ଦର
ଭିତରେ ତାର ହଳାହଳ ।
ସତ ଦେଖିଲେ ମିଛ ଲୁଚେ
ଦୂରେଇ ଯାଇ ଅନ୍ଧାରେ ପଶେ ।
ସତକଥା ସବୁଦିନ
ଆଲୁଅ ପରି ତେଜୀୟାନ ।

ଏହି ଲେଖା ସମ୍ପର୍କୀୟ ମତାମତ

Manjulata Behera

03-04-2024 / 19:24:31

ଲେଖା ଟି ବଢିଆ

Sanjukta parichha

02-04-2024 / 21:12:52

ସତ ମିଛ ଉପରେ ସୁନ୍ଦର ଲେଖା ଟିଏ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion