ବୃନ୍ଦାବନ କୁମ୍ଭାର
ଲେଖକଙ୍କୁ ଜାଣନ୍ତୁ
ବୃନ୍ଦାବନ କୁମ୍ଭାର ଟିଟିଲାଗଡ଼ ଅଞ୍ଚଳର ଜଣେ ଶିଶୁ ସାହିତ୍ୟିକ । ସେ ‘ବିଦ୍ୟାଶ୍ରୀ’ ଭ୍ରାମ୍ୟମାଣ ପାଠାଗାରର ପ୍ରତିଷ୍ଠାତା । ଶିଶୁ କିଶୋରରେ ତାଙ୍କର ପିଲାଙ୍କ ପାଇଁ କବିତା ପ୍ରକାଶିତ ହୋଇଛି ।