sishu kishora - children literature website

ଦ୍ବିତୀୟ ବର୍ଷ:ନବମ ସଂଖ୍ୟା

ସେପ୍ଟେମ୍ବର: ୨୦୨୫

ପିଲାଙ୍କ ଚିତ୍ର - ପିଲାଙ୍କ ତୂଳୀରୁ

ଏହି ବିଭାଗରେ ପିଲାମାନଙ୍କ ଚିତ୍ର ପ୍ରକାଶ ପାଏ । ଶିଶୁକିଶୋର ତଥା ସେମାନଙ୍କ ଅଭିଭାବକ, ଶିକ୍ଷକମାନଙ୍କୁ ଚିତ୍ର ପଠାଇବାକୁ ଅନୁରୋଧ ।

ପ୍ରିୟ ଲେଖକ ଲେଖିକାଙ୍କୁ ଜନ୍ମ ଦିନର

ଶୁଭକାମନା

ଆମର ଶୁଭେଛୁ ଓ ପ୍ରିୟ ପାଠକମାନେ ଏହି ପତ୍ରିକା ସମ୍ପର୍କରେ ଦେଇଥିବା ମୁଲ୍ଯବାନ ମତାମତ

Dr. Kamala Kanta Jena

24-08-2025 / 22:18:27

ପ୍ରଣାମ । “ଶିଶୁ କିଶୋର.କମ୍” ବିଷୟରେ ଜାଣିଲା ପରେ କେବଳ ଆନନ୍ଦିତ ହେଲି ନାହó, ବରଂ ମୋ ରାଜ୍ୟର ଶିଶୁକିଶୋର ସାହିତ୍ୟ ଏକାଡେମୀ ବିଜ୍ଞାନ ଯୁଗ ସହିତ ପାଦ ମିଶେଇ ଚାଲିଛି ବୋଲି ମୁଁ ଗର୍ବ ଅନୁଭବ କଲି । ଏହାର ପ୍ରକାଶନ ଶୈ÷ଳୀ ମୋତେ ପସନ୍ଦ ଲାଗୁଛି । ମୁଁ ଶିଶୁକିଶୋରଙ୍କ ପାଇଁ ଉଦ୍ଧିଷ୍ଟ ଜନପ୍ରିୟ ବିଜ୍ଞାନ ଲେଖା ନିୟମିତ ପଠେଇବି । ଆପଣଙ୍କର ମମତାନୁବଦ୍ଧ---- ଡକ୍ଝର କମଳାକାନ୍ତ ଜେନା ----(ଓ.ଇ.ଏସ୍-୧), ପଦାର୍ଥ ବିଜ୍ଞାନ ରିଡର୍, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ଫୋନ୍-୯୪୩୯୫୦୧୬୫୧

AJIT KUMAR SETHY

01-07-2025 / 10:34:26

Bhala

ଗଣେଶ୍ଵର ବେହେରା

11-08-2024 / 16:49:21

ସୁନ୍ଦର୍ ପ୍ରୟାସ

Malabika Patel

10-08-2024 / 12:01:35

Nice website. The graphics are attractive. I understand it is an Odia web magazine. However, I want to know if English stories for children is allowed to be published

ଅନନ୍ତ କୁମାର ସେନାପତି

08-08-2024 / 14:41:04

ଏହି group ଟି ର ସମସ୍ତ ତଥ୍ୟ ବିଳମ୍ବ ରେ ପାଇଲେ ବି ମୋ ମନରେ ଅନେକ ଖୁସି । ଶିଶୁ ହସିଲେ ଦୁନିଆ ହସିବ । ଶିଶୁ ମାନଙ୍କର ମନ ଲାଖି ଗଳ୍ପ, କବିତା ପ୍ରତ୍ୟେକ ଶିଶୁ ଲେଖକ ଲେଖନ୍ତୁ ଏହା ମୋର ଠାକୁର ଙ୍କ ପାଖରେ ପ୍ରାର୍ଥନା । ଏହି ଅନୁଷ୍ଠାନ ର ଖୁବ ଉନ୍ନତି ହେଉ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି । ମୁଁ ବି ଚେଷ୍ଟା କରିବି ନୂତନ ଭାବେ ଲେଖି ଶିଶୁ ଙ୍କ ପାଖରେ ପହଞ୍ଚାଇବି । ମୋ ର ଫୋନ 7008304225 Mail aksenapati15@gmail.com